ଡିଜିଟାଲ୍ ଯୁଗରେ ସାରା ପୃଥିବୀ ମାତ୍ର ଗୋଟିଏ କ୍ଲିକ୍ ଦୂରରେ । ଖବର ବିନା ଜୀବନ , ଚିନ୍ତାର ବାହାରେ । ହେଲେ ଜୀବନ ଜଞ୍ଜାଳ ଓ ପେଶାର ଚାପରେ, ସମୟ ନାହିଁ ହାତ ମୁଠାରେ । ଆପଣ ଯେଉଁ ସ୍ଥାନରେ ଥାନ୍ତୁନା କାହିଁକି। ଓଡିଶା ସହ ଆପଣଙ୍କ ନିବିଡ ସମ୍ପର୍କକୁ ଆମେ ଆହୁରି ଦୃଢ କରିବୁ । ଟିଭି ଥାଉ କି ନଥାଉ, ଆପଣ ନିଜକୁ ଦୂରେଇ ପାରିବେନି ଆପଣଙ୍କ ଗାଁ ଓ ସହରର ଟିକିନିଖି ଘଟଣାମାନଙ୍କ ଠାରୁ ।
ଅନେକ ସମୀକରଣ, ସମ୍ଭାବନା, ପରୀକ୍ଷଣ , ଜ୍ଞାନ ଓ ସୃଜନୀଜ୍ଞାନକୁ ଏକାଠି କରିକଳିଙ୍ଗ ଖବର ର ଓଏବ୍ ମିଡିଆ କଳିଙ୍ଗ ନ୍ୟୁଜ୍ ଓଡିଆରେ ଡିଜିଟାଲ୍ ଜର୍ଣ୍ଣାଲିଜିମ୍ କୁ ଏକ ନୂଆ ଦିଶା ଯୋଗାଇ ଦେବାକୁ ସଙ୍କଳ୍ପବଧ୍ୟ ।