ଶ୍ରୀଲଙ୍କାରେ ସାମୁ୍ଦ୍ରିକ ବାତ୍ୟା ଡିଟୱାର ତାଣ୍ଡବ ପରେ ହାହାକାର I

0

ଶ୍ରୀଲଙ୍କାରେ ସାମୁ୍ଦ୍ରିକ ବାତ୍ୟା ଡିଟୱାର ତାଣ୍ଡବ ପରେ ହାହାକାର, ବନ୍ୟା ଓ ଭୁସ୍ଖଳନରେ ଗଲାଣି ୩୩୦ରୁ ଅଧିକ ଲୋକଙ୍କ ଜୀବନ
ଲକ୍ଷାଧିକ ଲୋକ ବାସହୀନ ହୋଇଛନ୍ତି । ସହାୟତାର ହାତ ବଢ଼ାଇଛି ଭାରତ ।ଶ୍ରୀଲଙ୍କାର ତାଣ୍ଡବ ରଚିବା ପରେ ଭାରତ ମୁହାଁ ବାତ୍ୟା ଡିଟୱା । ତାମିଲନାଡୁରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ଚାଲିଛି । ସମସ୍ତ ପ୍ରକାର ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରଖିଛି ଏନଡିଆରଏଫ ଓ ଏସଡିଆରଏଫ ଟିମ । ଏଥିସହ ସେନା ମଧ୍ୟ ସ୍ଥିତି ଉପରେ ତୀକ୍ଷ୍ମଣ ନଜର ରଖିଛି । ବାତ୍ୟା ଦ୍ରୁତଗତିରେ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ମୁହାଁଇଛି ।

Leave A Reply

Your email address will not be published.