Yearly Archives

2025

ପାଟନାର ଗାନ୍ଧୀ ମଇଦାନରେ ସେ ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ନୀତୀଶ କୁମାର।

ପାଟନାର ଗାନ୍ଧୀ ମଇଦାନରେ ସେ ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ନୀତୀଶ କୁମାର। ତାଙ୍କ ସହ ଅନ୍ୟ ୨୬ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା,…
Read More...

ଶୀତ ଭିତରେ ଆସୁଛି ବର୍ଷା ।

ଶୀତ ଭିତରେ ଆସୁଛି ବର୍ଷା । ଭୀଷଣ ଥଣ୍ଡାରେ ଥରିବ ଓଡ଼ିଶା । କିଛି ଦିନର ବିରତି ପରେ ପୁଣି ଆସୁଛି ଆଉ ଏକ ଲଘୁଚାପ! ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି…
Read More...

ନରସିଂହ ଚୌଧୁରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନରସିଂହ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ର ଶୁଭ…

ନରସିଂହ ଚୌଧୁରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ନରସିଂହ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ର ଶୁଭ ଉଦଘାଟନ ଯାଜପୁର ଟାଉନ ଏନ. ସି କଲେଜ ପରିସରରେ କଲେଜ ର ପ୍ରାଣ ପ୍ରତିଷ୍ଠାତା ଚୌଧୁରୀ ନରସିଂହ ଚରଣ ବଡ଼ ପଣ୍ଡା ମହାପାତ୍ର ଙ୍କ ଏକ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ନିର୍ମାଣ…
Read More...

ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଲବମ୍ ଜଗତର ପ୍ରଖ୍ୟାତ ସଂଗୀତକାର ଓ ଗାୟକ ମହମ୍ମଦ ମୁସିର ଏଇ ମାସ ଆସନ୍ତା ୨୩ ତାରିଖ ଦିନ…

ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଲବମ୍ ଜଗତର ପ୍ରଖ୍ୟାତ ସଂଗୀତକାର ଓ ଗାୟକ ମହମ୍ମଦ ମୁସିର ଏଇ ମାସ ଆସନ୍ତା ୨୩ ତାରିଖ ଦିନ ଅପରାହ୍ନ ଦୁଇ ଘଟିକା ସମୟରେ ଖୋର୍ଦ୍ଧାର ବହୁ ପୁରାତନ ଅନୁଷ୍ଠାନ " ଓଡ଼ିଶା ଅକ୍ଷୟ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ " ପକ୍ଷରୁ ୨୩ ତମ ରାଜ୍ୟ ସ୍ତରୀୟ " ଅକ୍ଷୟ ସମ୍ମାନ "…
Read More...

ଆସନ୍ତା ୨୦ରେ ବିହାରରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ,.

ଆସନ୍ତା ୨୦ରେ ବିହାରରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ,. ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Read More...

ବିଜେପିର ରାଜ୍ୟସଭା ମିଶନ୍‌ ,

ବିଜେପିର ରାଜ୍ୟସଭା ମିଶନ୍‌ , -ନୂଆପଡ଼ା ପରେ ବିଜେପିର ରାଜ୍ୟସଭା ମିଶନ ନେଇ ବଡ଼ ବୟାନ -ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ନେଇ ସୁଜିତ କୁମାରଙ୍କ ବୟାନ -ଆସନ୍ତା ବର୍ଷ ଖାଲି ହେବାକୁ ଥିବା ଆସନରୁ ବିଜେପି ୨, ବିଜେଡିକୁ ଗୋଟିଏ -ଆଉ ଗୋଟିଏ ସିଟ୍‌କୁ ନେଇ ସଂଖ୍ୟା ଦ୍ବନ୍ଦ୍ବ,…
Read More...

ନିର୍ବାଚନ କମିଶନଙ୍କ ଘୋଷଣାକୁ ନେଇ ଉଠାଇଲେ ପ୍ରଶ୍ନ .

ଉପନିର୍ବାଚନରେ ହୋଇଛି ବଡ କାରସାଦି! ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେଡି ପ୍ରାର୍ଥୀନୀ ନିର୍ବାଚନ କମିଶନଙ୍କ ଘୋଷଣାକୁ ନେଇ ଉଠାଇଲେ ପ୍ରଶ୍ନ ବହୁ ପ୍ରତିକ୍ଷୀତ ନୂଆପଡ଼ା ଉପନିର୍ବାଚନ ଶେଷ ହୋଇସାରିଛି, କିନ୍ତୁ ଏହାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ଉପନିର୍ବାଚନରେ ବିଜେପି…
Read More...

ରାହୁଲଙ୍କ ରାସ୍ତାରେ ବିଜେଡି:

ରାହୁଲଙ୍କ ରାସ୍ତାରେ ବିଜେଡି: ଅନୀଲ -ସ୍ନେହାଙ୍ଗିନୀ ଛୁରିଆଙ୍କ ଅଭିଯୋଗକୁ ଖଣ୍ଡନ ସହ ସମାଲୋଚନା କଲା ବିଜେପି -ବିଜେଡି ଜନାଦେଶକୁ ଅପମାନିତ କରୁଛି କହିଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ -‘ବିଜେଡି ନୂଆପଡ଼ାବାସୀଙ୍କ ଜନାଦେଶ ଓ ଗଣତନ୍ତ୍ରକୁ ଅପମାନିତ କରୁଛି’ -‘୨୪ ବର୍ଷ ଶାସନରେ…
Read More...

ନୂଆପଡ଼ାରେ କାରସାଦି ହୋଇଛି: ସ୍ନେହାଙ୍ଗିନୀ ,

ନୂଆପଡ଼ାରେ କାରସାଦି ହୋଇଛି: ସ୍ନେହାଙ୍ଗିନୀ . -ନୂଆପଡା ଫଳାଫଳକୁ ନେଇ ବିଜେଡି ଆଣିଲା ଅଭିଯୋଗ -କାରସାଦି ହୋଇଥିବା ଅଭିଯୋଗ କଲେ ସ୍ନେହାଙ୍ଗିନୀ ଛୁରିଆ -‘ଯେଉଁ ଭୋଟ ମେସିନ୍‌ରେ ଆସିଛି ମୁଁ ତାକୁ ଅଗ୍ରାହ୍ୟ କରୁଛି’ -‘ଫଳାଫଳକୁ ମୁଁ ଖଣ୍ଡନ କରୁଛି, ନିର୍ବାଚନ କମିଶନଙ୍କୁ ମଧ୍ୟ ନିନ୍ଦା…
Read More...

୮ରୁ ୬ଟି ସ୍ଥାନରେ ହାରିଲା ବିଜେପି,

ଉପନିର୍ବାଚନରେ ୬ଟି ସ୍ଥାନରେ ଭାରତୀୟ ଜନତା ପାର୍ଟିର ପରାଜୟ ହୋଇଛି । ଆଜି ବିହାର ନିର୍ବାଚନ ସହ ଓଡ଼ିଶା ସମେତ ୭ଟି ରାଜ୍ୟର ୮ଟି ଉପନିର୍ବାଚନର ଭୋଟ୍‌ ଗଣତି ଥିଲା । ଉପନିର୍ବାଚନର ଫଳାଫଳ ମଧ୍ୟ ବାହାରି ସରିଛି । ଭାରତୀୟ ଜନତା ପାର୍ଟି ଉପନିର୍ବାଚନରେ ସମସ୍ତ ୮ଟି ଆସନରେ ଲଢ଼ିଥିଲା ।…
Read More...

ଯାଜପୁର ଜିଲ୍ଲାରେ ଶୃଙ୍ଖଳାର ସହ ଉଲ୍ଲାସ ପରୀକ୍ଷା -୨୦୨୫ ସମାପ୍ତ,

ଯାଜପୁର ୩୦/୧୦/୨୫ ( ) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶାଙ୍କ ଆନୁକୂଲ୍ୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡିଶା, ଭୁବନେଶ୍ୱରଙ୍କ ଦ୍ଵାରା ଆୟୋଜିତ ଉଲ୍ଲାସ ପରୀକ୍ଷା -୨୦୨୫ ଯାଜପୁର ଜିଲ୍ଲାର ୧୦ଟି ବ୍ଲକର ୨୮୯ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା l ଏହା ସକାଳ ୧୦ଟା ରୁ…
Read More...

ବିଜେଡିକୁ ଶକ୍ତ ଧକ୍କା: ବିଜେଡି ଛାଡ଼ି ପଦ୍ମ ଧରିଲେ ଅମର ପଟ୍ଟନାୟକ…

ବିଜେଡିକୁ ଶକ୍ତ ଧକ୍କା: ବିଜେଡି ଛାଡ଼ି ପଦ୍ମ ଧରିଲେ ଅମର ପଟ୍ଟନାୟକ... ଭୁବନେଶ୍ୱର,୩।୧: ବିଜେଡିକୁ ସୋମବାର ବଡ଼ ଶକ୍ତ ଝଟ୍‌କା ଲାଗିଛି। ବିଜେଡିର ପୂର୍ବତନ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ଭାଜପାରେ ମିଶିଛନ୍ତି। ସେ ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ଭାଜପାରେ…
Read More...

ସମ୍ବଲପୁରରେ ପ୍ରବଳ ବର୍ଷା: ହୀରକୁଦରେ ଖୋଲିଲା ଆଉ ୪ଟି ଗେଟ୍‍.

ସମ୍ବଲପୁରରେ ପ୍ରବଳ ବର୍ଷା: ହୀରକୁଦରେ ଖୋଲିଲା ଆଉ ୪ଟି ଗେଟ୍‍... --- ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ସମ୍ବଲପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା କାରଣରୁ ଘରେ ପାଣି, ବାହାରେ ମଧ୍ୟ ପାଣି ଜମିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି…
Read More...

ସାଲିସ୍‌_କରି_ନାହିଁ_କି_କରିବି_ନାହିଁ.

ସାଲିସ୍‌_କରି_ନାହିଁ_କି_କରିବି_ନାହିଁ: ଶ୍ରୀମୟୀ*ବିଜେଡିରୁ ସସ୍‌ପେଣ୍ଡ ପରେ ସୋସିଆଲ ମିଡିଆରେ ଶ୍ରୀମୟୀଙ୍କ ପ୍ରତିକ୍ରିୟା*ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍‌ କରି ନାହିଁ କି କରିବି ନାହିଁ’*ଏକ ବର୍ଷ ଧରି ଦଳରେ ନାହିଁ, ସଦସ୍ୟତା ନବୀକରଣ କରି ନାହିଁ’* ସେ ଦଳ ମୋତେ ନିଲମ୍ବନ କରିବା,…
Read More...

କଳିଙ୍ଗ ଭାରତୀ ଫୋକ ଡ୍ୟାନ୍ସ ଏଣ୍ଡ ରିସର୍ଚ୍ଚ ସେଣ୍ଟର ର ଚିର ସବୁଜ ଗୀତ ସଂଗୀତ କାର୍ଯ୍ୟକ୍ରମ ଉଦଯାପିତ

କଳିଙ୍ଗ ଭାରତୀ ଫୋକ ଡ୍ୟାନ୍ସ ଏଣ୍ଡ ରିସର୍ଚ୍ଚ ସେଣ୍ଟର ର ଚିର ସବୁଜ ଗୀତ ସଂଗୀତ କାର୍ଯ୍ୟକ୍ରମ ଉଦଯାପିତ ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଦୁଇଦିନ ଧରି ଚାଲିଥିବା ଚିର ସବୁଜ ଗୀତ ସଂଗୀତ କାର୍ଯ୍ୟକ୍ରମ ଉଯାପିତ ହୋଇଯାଇଛି. ସଂଗୀତ ହେଉଛି ଜୀବନବେଦ. ଈଶ୍ୱର ଙ୍କ…
Read More...