ସାଲିସ୍‌_କରି_ନାହିଁ_କି_କରିବି_ନାହିଁ.

0

ସାଲିସ୍‌_କରି_ନାହିଁ_କି_କରିବି_ନାହିଁ: ଶ୍ରୀମୟୀ*ବିଜେଡିରୁ ସସ୍‌ପେଣ୍ଡ ପରେ ସୋସିଆଲ ମିଡିଆରେ ଶ୍ରୀମୟୀଙ୍କ ପ୍ରତିକ୍ରିୟା*ଆତ୍ମସମ୍ମାନ ଓ ସ୍ବାଭିମାନ ସହ ସାଲିସ୍‌ କରି ନାହିଁ କି କରିବି ନାହିଁ’*ଏକ ବର୍ଷ ଧରି ଦଳରେ ନାହିଁ, ସଦସ୍ୟତା ନବୀକରଣ କରି ନାହିଁ’*
ସେ ଦଳ ମୋତେ ନିଲମ୍ବନ କରିବା, ଜଗତେ କେବଳ ଜନେ ହସିବେ’*
‘ଜଣେ ଅଣଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଶାକୁ ଶାସନ କରୁଥିବା ନେତା ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍‌ ବିଚାର କରନ୍ତୁ’*

Leave A Reply

Your email address will not be published.